Jump to content

ଷ୍ଟେୱାର୍ଡ୍‌ସ / ନିର୍ବାଚନ ୨୦୧୫

From Meta, a Wikimedia project coordination wiki
This page is a translated version of the page Stewards/Elections 2015 and the translation is 91% complete.
The following discussion is closed: This election is closed and these pages are an archive of that event.
  • New stewards are elected roughly once per year. Stewards perform technical tasks on all Wikimedia wikis based on community consensus and on the Stewards policy: changing user access, viewing user information in cases of abuse, and so on (see details).
  • For more information on voting, translating, or being a candidate, read the guidelines. You can automatically check your eligibility to vote.
  • Candidate submissions are open from 15 January 2015, 00:00 (UTC) until 28 January 2015, 23:59 (UTC). Questions to the candidates can be submitted until the election concludes.
  • The voting will begin on 08 February 2015, 18:00 (UTC) and end on 28 February 2015, 17:59 (UTC). Candidates must meet the criteria and obtain at least 30 votes in favor with an 80% support ratio. You can track the results with collected statistics.
  • The confirmation process of the current stewards is being held in parallel.

ସୂଚୀପତ୍ର

ପ୍ରାର୍ଥୀ ହଁ ନା / ନୁହେଁ ନିରପେକ୍ଷ ପ୍ରଶ୍ନାବଳୀ ଫଳାଫଳ
Avjoska Yes No Neutral Questions Not elected
Cekli829 Yes No Neutral Questions Not elected
DidiWeidmann Yes No Neutral Questions Not elected
Einsbor Yes No Neutral Questions Elected
Jusjih Yes No Neutral Questions Elected
Linedwell Yes No Neutral Questions Elected
MarcoAurelio Yes No Neutral Questions Elected
Mys_721tx Yes No Neutral Questions Not elected
Natuur12 Yes No Neutral Questions Not elected
Pmlineditor Yes No Neutral Questions Elected
Ruy Pugliesi Yes No Neutral Questions Elected
Stryn Yes No Neutral Questions Elected
Taketa Yes No Neutral Questions Elected
Vodomar Yes No Neutral Questions Not elected
Confirmation of current Stewards

ପ୍ରତ୍ୟାହାର

ନିମ୍ନୋକ୍ତ ପ୍ରାର୍ଥୀମାନେ ନିଜ ପ୍ରାର୍ଥୀତ୍ଵ ପ୍ରତ୍ୟାହାର କରିଛନ୍ତି :

  • " କେହିନୁହେଁ "

ଅଯୋଗ୍ୟ ଘୋଷିତ

ନିମ୍ନୋକ୍ତ ପ୍ରାର୍ଥୀମାନେ ନିୟମାବଳୀ ରେ ଲିଖିତ ଆବଶ୍ୟକୀୟ ଯୋଗ୍ୟତା ପୂରଣ କରିବାକୁ ଅକ୍ଷମ ହେତୁ ସେମାନଙ୍କ ପ୍ରାର୍ଥୀତ୍ଵକୁ ନାକଚ କରାଗଲା ।

ପ୍ରାର୍ଥୀ ଫଳାଫଳ
Vinodtiwari2608 Disqualified

ନିର୍ବାଚନ କମିଟି

ଷ୍ଟେୱାର୍ଡ଼ମାନେ ସ୍ଵୟଂ ହିଁ ନିର୍ବାଚନର ଆୟୋଜନ କରିଥାନ୍ତି । ବୋର୍ଡ୍‌ ସଦସ୍ୟମାନେ ୨୦୦୯ ମସିହାରେ ନିଷ୍ପତ୍ତି ନେଇଥିଲେ ଯେ ସେମାନେ ନୂତନ ନିର୍ବାଚନରେ ଫଳାଫଳକୁ ଘୋଷଣା କରିବାରୁ ବିରତ ରହିବେ । ସେଥିପାଇଁ, ଷ୍ଟେୱାର୍ଡ଼୍ ମାନେ ପ୍ରତ୍ୟେକ ନିର୍ବାଚନ ସମୟରେ ନିମ୍ନୋକ୍ତ କାର୍ଯ୍ୟ ସମାପନ ହେତୁ ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ଏକ ନିର୍ବାଚନ କମିଟି ଗଠନ କରିଥାନ୍ତି :

  • ଷ୍ଟେୱାର୍ଡ୍ ନିର୍ବାଚନକୁ ସମାପ୍ତ କରିବା;
  • ସମସ୍ତ ପ୍ରାର୍ଥୀଙ୍କ ପାଇଁ ପଡ଼ିଥିବା ଭୋଟର ସତ୍ୟତା ପରୀକ୍ଷା କରିବା ପରେ ନିର୍ବାଚନ ଫଳାଫଳକୁ ଆନୁଷ୍ଠାନିକ ଭାବରେ ଘୋଷଣାକରିବା;
  • ନିର୍ବାଚିତ ପ୍ରାର୍ଥୀଙ୍କୁ ସ୍ଥାପିତ କରିବା;
  • ଷ୍ଟେୱାର୍ଡ୍ ନିଷ୍ପତ୍ତିକୁ ସମାପ୍ତ କରିବା;
  • ଷ୍ଟେୱାର୍ଡ୍ ନିଷ୍ପତ୍ତି ନେବାପରେ, ସମସ୍ତ ଷ୍ଟେୱାର୍ଡ୍ ଏବଂ ଗୋଷ୍ଠୀମାନଙ୍କର ସହମତି ନେଇ, ସେମାନଙ୍କୁ ଯୋଗ୍ୟ ବିବେଚିତ କରିବା ନା ନାହିଁ, ସେହି ବିଷୟରେ ନିଷ୍ପତି ନେବା ।

ସଦସ୍ୟଗଣ

ଷ୍ଟେୱାର୍ଡ୍ ନିର୍ବାଚନ ୨୦୧୫ର ଆୟୋଜନରେ ସହାୟତା କରିବା ହେତୁ, ଦୟାକରି ସହଯୋଗ ପୃଷ୍ଠା ପୃଷ୍ଠା ଦେଖନ୍ତୁ ।
ଯଦି ଆପଣଙ୍କୁ କୌଣସି ସହାୟତାର ଆବଶ୍ୟକତା ଥାଏ, ଆପଣ #wikimedia-stewards-electionsconnect କିମ୍ବା ଆଲୋଚନା ପୃଷ୍ଠା ରେ ପ୍ରଶ୍ନ କରିପାରିବେ ।

Results

Results: The following candidates were elected as stewards:

  1. Einsbor (talk · contribs)
  2. Jusjih (talk · contribs)
  3. Linedwell (talk · contribs)
  4. MarcoAurelio (talk · contribs)
  5. Pmlineditor (talk · contribs)
  6. Ruy Pugliesi (talk · contribs)
  7. Stryn (talk · contribs)
  8. Taketa (talk · contribs)

ଆହୁରି ମଧ୍ୟ ଦେଖନ୍ତୁ