Fundraising 2011/Banners 2/or
Appearance
Pages for translation: [edit status] | |||||||||
Interface messages high priority Translated on Translatewiki. Get started. |
Published | ||||||||
Banners and LPs (source) high priority |
Published | ||||||||
Banners 2 (source) high priority |
Published | ||||||||
Jimmy Letter 002 (source) high priority |
Published | ||||||||
Jimmy Letter 003 (source) variation of Jimmy Letter 002 |
Published | ||||||||
Jimmy Letter 004 (source) variation of Jimmy Letter 002 |
Published | ||||||||
Jimmy Mail (source) variation of Jimmy Letter 002 |
Ready | ||||||||
Brandon Letter (source) | Published | ||||||||
Alan Letter (source) | Published | ||||||||
Kaldari Letter (source) | Published | ||||||||
Karthik Letter (source) | In progress | ||||||||
Thank You Mail (source) | Published | ||||||||
Thank You Page (source) | Ready | ||||||||
Problems donating (source) | In progress | ||||||||
Recurring giving (source) | Missing | ||||||||
Sue Thank You (source) | Missing | ||||||||
FAQ (source) low priority |
In progress | ||||||||
Various requests: Mail to past donors · Jimmy quote | |||||||||
Outdated requests:
|
Translation instructions |
---|
If you have any questions or feedback regarding the translation process, please post them here. Translation FAQ |
- Banners round two
- ଯଦି ସଭିଏଁ ଏହି ଅନୁଦାନ ପରିମାଣ %AMOUNT% ଦେଖୁଛନ୍ତି,
ଆମର ଅନୁଦାନ ସଙ୍ଗ୍ରହ ଆଜି ଭିତରେ ଶେଷ ହେବ । - ଉଇକିପିଡ଼ିଆକୁ ମାଗଣା ରଖିବା ନିମନ୍ତେ ଦୟାକରି ଦାନ କରନ୍ତୁ ।
- ଆଜିକାର ଲକ୍ଷ %AMOUNT% ଠେଇଁ ପହଞ୍ଚିବାରେ ଆମକୁ ସହଯୋଗ କରନ୍ତୁ!
- ଆମେ ଏବେ %CURRENCY% ମୁଦ୍ରା ଗ୍ରହଣ କରୁଛୁ
- ଆମେ %CURRENCY% ମୁଦ୍ରା ଗ୍ରହଣ କରୁ
- Banners round three
- ଏହି ବର୍ଷର ଧାର୍ଯ୍ୟ ଅନୁଦାନ ରାଶି %AMOUNT% ରେ ପହଞ୍ଚିବାରେ ଆମକୁ ସହଯୋଗ କରନ୍ତୁ
- ଏହି ବର୍ଷର ଅନୁଦାନ ଅଟକଳ %AMOUNT% ସଂଗ୍ରହ କରିବାରେ ସହଯୋଗ କରନ୍ତୁ
- ଆମରବାର୍ଷିକ ଲକ୍ଷ: %AMOUNT%
- ଉଇକିମିଡ଼ିଆର ବାର୍ଷିକ ଲକ୍ଷ ଅଟକଳ: %AMOUNT%
- ଆଜିର ଧାର୍ଯ୍ୟ ଅଟକଳ: %AMOUNT%
- %AMOUNT% ବାକିଅଛି
- Banners round four
- ଦୟାକରି ଉଇକିପିଡ଼ିଆ ଲେଖକ କାର୍ତିକ ନାଦରଙ୍କର
ଏକ ବ୍ୟକ୍ତିଗତ ଆବେଦନ
ପଢ଼ନ୍ତୁ - ଦୟାକରି ୧୮,୦୦୦ ଗୋଟି ସମ୍ପାଦନ କରିଥିବା ଉଇକିପିଡ଼ିଆ ଅବଦାନକାରୀଙ୍କ ଠାରୁ
ଏକ ବ୍ୟକ୍ତିଗତ ଆବେଦନ
ପଢ଼ନ୍ତୁ
- LPs round two
- ଉଇକିପିଡ଼ିଆ ଲେଖକ କାର୍ତିକ ନାଦର ଠାରୁ
- ଜଣେ ଉଇକିପିଡ଼ିଆ ଅବଦାନକାରୀଙ୍କ ଠାରୁ
- Where your donation goes 2
- ଆପଣଙ୍କ ଅବଦାନ କାହିଁକି ଲୋଡ଼ା:
- ଉଇକିପିଡ଼ିଆ ଏକ ଅଣ-ଲାଭକାରି ସଙ୍ଗଠନ, କିନ୍ତୁ ଏହା ଜଗତର #5 ୱେବସାଇଟ – ପ୍ରତି ମାସରେ ୪୭୦ ମିଲିଅନ ଲୋକଙ୍କ ସେବାରେ ଲାଗିବା ସହ ବିଲିଅନ ସଂଖ୍ୟକ ପୃଷ୍ଠା ଦେଖାଯାଉଛି ।
- ଆମେ ଆମର କାମକୁ ସଳଖ ଭାବେ ସମ୍ପାଦନ କରିବା ପାଇଁ କଠିନ ପରିଶ୍ରମ କରିଥାଉ । ଗୁଗଲର ବୋଧେ ମିଲିଅନ ସର୍ଭର ଥାଇପାରେ । ୟାହୁର ବୋଧେ ପାଖାପାଖି ୧୩,୦୦୦ କର୍ମଚାରୀ ଥାଇପାରନ୍ତି । ଆମର ୬୭୯ ଗୋଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।
- ଆମେ କେବେ ବିଜ୍ଞାପନ ଦେବୁ ନାହିଁ । ପଇସା ରୋଜଗାର ଉତ୍ତମ । ବିଜ୍ଞାପନ ବି ମନ୍ଦ ନୁହେଁ, କିନ୍ତୁ ସେସବୁ ଉଇକିପିଡ଼ିଆ ପରିସର ଭିତରେ ରହନ୍ତି ନାହିଁ ।
- ଯଦି ଏହାକୁ ପଢୁଥିବା ସଭିଏଁ ଛୋଟ ଅନୁଦାନଟିଏ କରନ୍ତି, ଆମେ କେଇ ଘଣ୍ଟା ପାଇଁ ଖାଲି ଅନୁଦାନ ସଂଗ୍ରହ କରିବୁ । ସଭିଏଁ ଦିଅନ୍ତି ନାହିଁ ବା ଦେଇପାରନ୍ତି ନାହିଁ, କିନ୍ତୁ ପ୍ରତିବର୍ଷ ଯଥେଷ୍ଟ ଲୋକ ଦାନ ଦେବା ପାଇଁ ଆଗ୍ରହି ହୁଅନ୍ତି ।
- ଆମର ଯେତକ ଲୋଡ଼ା ଆମେ କେବଳ ସେତକ ହିଁ ସଂଗ୍ରହ କରୁ । ଯେତେବେଳେ ଆମେ ଆମର ଅଟକଳରେ ପହଞ୍ଚିଯିବୁ, ସେତେବେଳେ ଆମେ ଏହି ଅନୁଦାନ ସଂଗ୍ରହ ବନ୍ଦ କରିଦେବୁ ।
- ଏହି ବର୍ଷ, ଦୟାକରି $୫, $୨୦, $୫୦ ବା କିଛି ପରିମାଣର ଅନୁଦାନ ଆପଣଙ୍କ ସାଧ୍ୟମତେ ଉଇକିପିଡ଼ିଆକୁ ସୁରକ୍ଷିତ ଓ ଚଳାଇ ରଖିବ ।